Santosh Mishra
Literary Captain
67
Posts
50
Followers
0
Following

Advocate, Poet & Lyricist.

Share with friends
Earned badges
See all

Respect to mother is respect to motherland.

ଦେବି ଦେବି ଦେବି ଦେବି ଦେବୀ ଯାଇ ଦଶରା, କାଲି କାଲି କାଲି କାଲି ଆସିବନି ସେ ପରା । -- ସନ୍ତୋଷ ମିଶ୍ର ।

ଭଲ ମଣିଷକୁ ବାଳୁଙ୍ଗା କରିବା ଯେତିକି ସହଜ,ବାଲୁଙ୍ଗକୁ ଭଲ ମଣିଷ କରିବା ତା ଠାରୁ ଶହେ ଗୁଣ ଅଧିକ କଷ୍ଟ । -ସନ୍ତୋଷ ମିଶ୍ର

ସାହାଯ୍ୟ ସେମାନଙ୍କୁ କର ଯେଉଁମାନେ ଉପକାରର ମହତ୍ୱ ବୁଝି ପାରନ୍ତି । - ସନ୍ତୋଷ ମିଶ୍ର

ଅଭଦ୍ରକୁ ଭଦ୍ରାମି ଶିଖାଇବା ଘୁଷୁରୀକୁ ପାଚିଲା କଦଳୀ ଯାଚିବା ସଙ୍ଗେ ସମାନ।

କର୍ମ ଉପରେ ବିଶ୍ୱାସ ରଖନ୍ତୁ, କାରଣ କର୍ମଫଳ ଏକ ପ୍ରଶ୍ନବାଚୀ । ## ସନ୍ତୋଷ ମିଶ୍ର ##

କ୍ଷମତା ଏମିତି ଏକ ଶକ୍ତି, ଯାହା ମଣିଷକୁ ଲୋଭ ଦେଖାଇ ମାନବିକତା ନଷ୍ଟ କରିଦିଏ । ## ସନ୍ତୋଷ ମିଶ୍ର ##

କ୍ଷମତା ଅସମ୍ଭବକୁ ସମ୍ଭବ କରିଦିଏ, ହେଲେ ଏହାର ଅପବ୍ୟବହାରର ଫଳ ଦି ନେ ନିଶ୍ଚୟ ଭୋଗିବାକୁ ପଡ଼ିବ । ## ସନ୍ତୋଷ ମିଶ୍ର ##

କ୍ଷୀଣ ଜୀବନ ସ୍ୱାଦ ମହାନ ** ସନ୍ତୋଷ ମିଶ୍ର **


Feed

Library

Write

Notification
Profile