ମତେ ଲେଖା ଲେଖି କରିବାକୁ ଭଲଲାଗେ,,,, କବିତା,ଭଜନ, ଗଳ୍ପ, କ୍ଷୁଦ୍ର ଉପନ୍ୟାସ,ଛୋଟ ଛୋଟ କାହାଣୀ ଲେଖି ଫେସ୍ ବୁକ୍ ରେ ପୋଷ୍ଟ କରେ,,, ମଣିଷ ପିୟ ମୁଁ,,, ପଶୁ ପକ୍ଷୀ ମାନଙ୍କୁ ବହୁତ ଭଲପାଏ,,, ଫୁଲ ଫଳ ଲଗାଇ ଗଛ ଲଗାଇବା ତାର ଯତ୍ନ ନେବା ସକାଳୁ ଫୁଲ ତୋଳି ଭଗବାନଙ୍କୁ ଅର୍ପଣ କରିବାରେ ମୋର ମହା ଆନନ୍ଦ ମୁଁ ଅନୁଭବ କରେ,,, ନମସ୍କାର 🙏🏻🙏🏻
Share with friends
No Audio contents submitted.