@ytjt425c

Mamata Bebarta Pattnaik
Literary Captain

11
Posts
34
Followers
0
Following

I'm Mamata and I love to read StoryMirror contents.

Share with friends
Earned badges
See all

Submitted on 30 Aug, 2020 at 09:55 AM

ବୃତ୍ତି କେବେ କାହାକୁ ଛୋଟ ବା ବଡ଼ କରିନଥାଏ।ବ୍ୟକ୍ତିର ବ୍ୟକ୍ତିତ୍ୱ ହିଁ ତାହା ନିର୍ଣ୍ଣୟ କରେ।

Submitted on 16 Aug, 2020 at 19:27 PM

ପାଦ ଆଗକୁ ପଡିଲେ ବାଟ ସାରିଯାଏ। MBP

Submitted on 28 Jul, 2020 at 11:13 AM

ବୁଝାମଣାରେ ହିଁ ଯୋଡିହୁଏ ସଂସାର,ଯୁକ୍ତିରେ ବଢିଥାଏ ବ୍ୟବଧାନ। (MVP)

Submitted on 27 Jul, 2020 at 17:03 PM

"ସୁଖ ଗୋଟେ ଜିନିଷ ନୁହେଁ ଯେ କେହି କାହାକୁ ଦେଇଦେବ,ସୁଖୀ ରହିବାକୁ ନିଜକୁ ନିଜପାଇଁ ସୁଖ ଯୋଗଡ଼ କରିବାକୁ ହୁଏ"।

Submitted on 27 Jul, 2020 at 16:51 PM

ନିଜକୁ ଦୁଃଖୀ "ଦୁଖଃ ସବୁରି ପାଖରେ ଥାଏ, ଭିନ୍ନଭିନ୍ନ ରୂପରେ।ଅନ୍ୟକୁ ସୁଖୀଭାବି ନିଜେ ଦୁଃଖି ହେବା ନିଜର ଵୋକାମି।


Feed

Library

Write

Notification

Profile