@mamata-bebarta-pattnaik

Mamata Bebarta Pattnaik
Literary Captain
14
Posts
34
Followers
0
Following

I'm Mamata and I love to read StoryMirror contents.

Share with friends

ଘରେବସି ବିଶ୍ୱସହିତ ଯୋଡି ହୋଇଯାଇଥିବା ମଣିଷ ଆଜି ସବୁଥାଇ କେତେ ନିଶ୍ୱ ସତରେ!ହୃଦୟକୁ ହୃଦୟସହିତ ଯୋଡି ରଖିବାକୁ କଣ କିଛି ଟେକ୍ନୋଲୋଜି ଅଛି...?

ବୃତ୍ତି କେବେ କାହାକୁ ଛୋଟ ବା ବଡ଼ କରିନଥାଏ।ବ୍ୟକ୍ତିର ବ୍ୟକ୍ତିତ୍ୱ ହିଁ ତାହା ନିର୍ଣ୍ଣୟ କରେ।

ପାଦ ଆଗକୁ ପଡିଲେ ବାଟ ସାରିଯାଏ। MBP

ବୁଝାମଣାରେ ହିଁ ଯୋଡିହୁଏ ସଂସାର,ଯୁକ୍ତିରେ ବଢିଥାଏ ବ୍ୟବଧାନ। (MVP)

"ସୁଖ ଗୋଟେ ଜିନିଷ ନୁହେଁ ଯେ କେହି କାହାକୁ ଦେଇଦେବ,ସୁଖୀ ରହିବାକୁ ନିଜକୁ ନିଜପାଇଁ ସୁଖ ଯୋଗଡ଼ କରିବାକୁ ହୁଏ"।

ନିଜକୁ ଦୁଃଖୀ "ଦୁଖଃ ସବୁରି ପାଖରେ ଥାଏ, ଭିନ୍ନଭିନ୍ନ ରୂପରେ।ଅନ୍ୟକୁ ସୁଖୀଭାବି ନିଜେ ଦୁଃଖି ହେବା ନିଜର ଵୋକାମି।


Feed

Library

Write

Notification
Profile