✍️Sanjay Kumar
Literary Brigadier
AUTHOR OF THE YEAR 2021 - NOMINEE

68
Posts
133
Followers
0
Following

By Profession: Government Employee By Passion: Reading, Writing & Painting

Share with friends
Earned badges
See all

ଜୀବ ଭଗବାନଙ୍କୁ ଡାକିବା ପାଇଁ ଦୁଇ ପଥ ଅବଲମ୍ବନ କରିଥାଏ :- ଭକ୍ତି ଅବା ଭୟ

ଶିଡ଼ି ଦ୍ବାରା ଛାତକୁ ଚଢ଼ିଯାଇ ସେ ଶିଡି଼ ଭୁଲିଗଲେ ତଳକୁ ଓହ୍ଲାଇବା କଷ୍ଟକର ହୋଇପଡ଼େ ।

ବରଗଛ ଯେତେବେଳେ ଓହଳର ସାହାରା ପାଇଯାଏ ସେତେବେଳେ ତା'ର ମୂଳ ଚେରକୁ ଆଉ ସେତେ ପ୍ରାଧାନ୍ୟ ଦେଇନଥାଏ ।

ପର ପାଇଁ ଖୋଳିଲେ ଗାତ, ନିଜେ ପଡ଼ି ହେବ ମୃତାହତ ।

ବିଜୟ: ଅସତ୍ ଉପରେ ସତ୍, ଅନ୍ୟାୟ ଉପରେ ନ୍ୟାୟ ଓ ଅଧର୍ମ ଉପରେ ଧର୍ମର ସର୍ବଦା ଜୟ ହୋଇଥାଏ ।

ସ୍ବଚ୍ଛତା ପାଇଁ ହେଉ ଆତ୍ମିୟତା ।

BIRTH & DEATH Intermediate is LIFE, PRAISE or BLAME is LOLLIPOP type.

Profession and Passion are two tracks of Life.

କିଛି କାମ ତୃପ୍ତି ଦେଇଥାଏ କିଛି କାମ ଖାଦ୍ୟ ଯୋଗାଡି଼ବା ପାଇଁ ।


Feed

Library

Write

Notification
Profile