Rasmita Badajena
Literary Lieutenant
15
Posts
0
Followers
0
Following

None

Share with friends

ସମୟ ଆଉ ସମ୍ପର୍କ ଦୁହେଁ ବହୁ ମୂଲ୍ୟବାନ ବର୍ତମାନ ସମୟପାଇଁ |କିନ୍ତୁ ଏଠି ସମ୍ପର୍କ ପାଇଁ ଆଉ କାହାପାଖରେ ସମୟ ନାହିଁ | ©rasmi

କେବେ ବି ଭୁଲି ଯିବନି ନିଜ ମୂଳଦୁଆର ଆରମ୍ଭକୁ||

ନିଜେ ନିଜକୁ ଗଢିବାର ପ୍ରାରମ୍ଭିକ ପ୍ରସ୍ତୁତିଟା ଟିକେ କଠିନ ତେଣୁ ସେଥିପାଇଁ ସମୟ ଲାଗିବ |ଏଇ ଜୀବନ ଆରମ୍ଭରେ ତିଆରି ହୋଇ ନ ଥାଏ ତାକୁ ତିଆରି କରିବାକୁ ପଡେ | ©Rasmi

ନିଜର କ୍ରୋଧ ନିଜକୁ ନିମ୍ନଗାମୀ କରିଦିଏ | @ରଶ୍ମି

ତୁମେ ସେହିମାନଙ୍କୁ ଭୁଲିବନାହିଁ ଯେଉଁମାନେ ତୁମପାଇଁ ସେମାନଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ସମୟ ଦେଇଛନ୍ତି | @ରଶ୍ମି

ସମୟ ଆଉ ସମ୍ପର୍କ ଦୁହେଁ ସମାନ କାରଣ ସମୟ ଥରେ ଅତୀତ ହୋଇଗଲେ ଆଉ ଯେତେ ଚେଷ୍ଟା କଲେ ବି ଫେରେନାହିଁ ଠିକ ସେହିପରି ସମ୍ପର୍କରେ ଯଦି ଥରେ ଫାଟ ସୃଷ୍ଟି ହେଲା ତାହା କେବେ ବି ପୂର୍ବାବସ୍ଥାକୁ ଆଉ ଫେରେନାହିଁ| ତେଣୁ ଦୁହିଁଙ୍କୁ ବହୁ ଯତ୍ନ ନେବାକୁ ପଡେ |

ନୀରବତାର ମାନେ ନୁହେଁ ଯେ ସବୁବେଳେ ପରିସ୍ଥିତି ତୁମ ସପକ୍ଷରେ ଥିବ | ©rasmi

ନୀରବତାର ମାନେ ନୁହେଁ ଯେ ସବୁବେଳେ ପରିସ୍ଥିତି ତୁମ ସପକ୍ଷରେ ଥିବ | ©rasmi

ନୀରବତାର ମାନେ ନୁହେଁ ଯେ ସବୁବେଳେ ପରିସ୍ଥିତି ତୁମ ସପକ୍ଷରେ ଥିବ | ©rasmi


Feed

Library

Write

Notification
Profile