None
Share with friends
ସମୟ ଆଉ ସମ୍ପର୍କ ଦୁହେଁ ବହୁ ମୂଲ୍ୟବାନ ବର୍ତମାନ ସମୟପାଇଁ |କିନ୍ତୁ ଏଠି ସମ୍ପର୍କ ପାଇଁ ଆଉ କାହାପାଖରେ ସମୟ ନାହିଁ | ©rasmi
ନିଜେ ନିଜକୁ ଗଢିବାର ପ୍ରାରମ୍ଭିକ ପ୍ରସ୍ତୁତିଟା ଟିକେ କଠିନ ତେଣୁ ସେଥିପାଇଁ ସମୟ ଲାଗିବ |ଏଇ ଜୀବନ ଆରମ୍ଭରେ ତିଆରି ହୋଇ ନ ଥାଏ ତାକୁ ତିଆରି କରିବାକୁ ପଡେ | ©Rasmi
ସମୟ ଆଉ ସମ୍ପର୍କ ଦୁହେଁ ସମାନ କାରଣ ସମୟ ଥରେ ଅତୀତ ହୋଇଗଲେ ଆଉ ଯେତେ ଚେଷ୍ଟା କଲେ ବି ଫେରେନାହିଁ ଠିକ ସେହିପରି ସମ୍ପର୍କରେ ଯଦି ଥରେ ଫାଟ ସୃଷ୍ଟି ହେଲା ତାହା କେବେ ବି ପୂର୍ବାବସ୍ଥାକୁ ଆଉ ଫେରେନାହିଁ| ତେଣୁ ଦୁହିଁଙ୍କୁ ବହୁ ଯତ୍ନ ନେବାକୁ ପଡେ |