I'm sulochana and I love to read StoryMirror contents.
Share with friends
ସମୟର ଚକ ଘୁରଇ ନିତ୍ୟ .. ବିତିଲା ସମୟ ନ ଫେରେ ସତ୍ୟ ।। ସମୟର ମୂଲ୍ୟ ଯେହୁ ବୁଝଇ .. ନିଜ କର୍ମେ ଯଶ କୀର୍ତ୍ତି ଅର୍ଜଇ ।।
କହିବା କରିବା ହେଲେ ଭିନ୍ନ ପ୍ରକାର ... ଅଧର୍ମ ବାନ୍ଧି ମନରେ ଘର ।। ସଫଳତା ପଥେ ଦିଅଇ ବାଧା ... ସବୁ କାମ ଶେଷେ ରହଇ ଅଧା ।।
କହିବା କରିବା ହେଲେ ଭିନ୍ନ ପ୍ରକାର ... ଅଧର୍ମ ବାନ୍ଧି ମନରେ ଘର ।। ସଫଳତା ପଥେ ଦିଅଇ ବାଧା ... ସବୁ କାମ ଶେଷେ ରହଇ ଅଧା ।।