ମତେ ଡାନ୍ସ କରିବାକୁ ଭଲ ଲାଗେ. ଷ୍ଟୋରୀ ଓ ପୋଏମ ଲେଖିବାକୁ ଭଲ ଲାଗେ
Share with friends
ଛାତିର କୋହକୁ ଶୁଣାଇବି କାହାକୁ, ନିଜର ବୋଲି କେହି ତ ନାହିଁ. ହେ କଳା ଦିୟ ଶୁଣ ମୋ ଡାକ, ବିନତି କରୁଛି ମୁଁ ମୋ ଘରୁ,🙏🙏🙏🙏 ଜୈ ଜଗନ୍ନାଥ 🙏🙏
ପାଗଳ ପରି ବୁଲୁ ଥିଲି ମୁଁ ପ୍ରିୟା ତୁମ ସାଥେ ❤❤ ଦେଇଦେଲ ମନ ତୁମେ ଆଉ କାହାକୁ. ଭାଙ୍ଗିଗଲା ହୃଦୟ ମୋ ଜୋଡିବନି ଆଉ କବେ 💞💞