ନାୟକ ଅକ୍ଷୟ ରାଜହସ୍ତୀ
Literary Colonel
679
પોસ્ટ
122
અનુસરતા
8
ફોલોઈંગ

ଜୀବନର ଦାସଟିଏ

મિત્રો સાથે શેર કરો

ଘର .. ଚାରି କାନ୍ଥ ର ବର୍ଗାକାର ସ୍ନେହ ଶ୍ରଦ୍ଧା ପ୍ରେମ ସଂସ୍କାର ଫୁଟି ଉଠି ବାସେ ନିରନ୍ତର

ମାଆ ମମତା ଚିର ବନ୍ଦିତା ଯୁଗେ ଯୁଗେ ପ୍ରମାଣିତ ଦେବ ମାନବ ବ୍ରହ୍ମ ବେତ୍ତା

ସେ ମୋ ବାପା ଯେ ଛାତି କୁ ଦିଅନ୍ତି ସାହସ ପାଦ କୁ ଦିଅନ୍ତି ଶକ୍ତି ଆଉ ହାତ ହୁଏ ଯାହାଙ୍କ ପାଇଁ ଅନୁକମ୍ପା

ଅନ୍ତର ର ଇଛା ଶକ୍ତି କୁ ବିକଶିତ କରିବା ହିଁ ଆଶା

ଆକାଶ ଖୋଜେ ମାଟି ସାହସ ଖୋଜେ ଛାତି @ରାଜହସ୍ତୀ

ଇର୍ଷା ସବୁବେଳେ ନାଲି ରଙ୍ଗ କୁ ଭଲ ପାଏ ଓ ଅନ୍ୟ କୁ କଣେଁଇ କଣେଁଇ ଚାହିଁ ଦିଏ @ରାଜହସ୍ତୀ

ବାପା ବର ଗଛ ତୁଲ୍ୟ ଯେମିତି ମଜଭୂତ ସେମିତି ଶାନ୍ତ ଶୀତଳ @ରାଜ ହସ୍ତୀ

ମହାପ୍ରଭୁ ଶ୍ରୀଜଗନ୍ନାଥ ଯୋଗ ବିଦ୍ୟା ର ଗୁହ୍ୟ ସିଂହ, ଯାହା କୁ ନିରେଖି ଦେଖିଲେ ସାଂସାରିକ ବିଷୟାସକ୍ତ ନ ହୋଇ ଓଁକାର ରେ ବିଲୀନ ହେବାକୁ ପଡ଼ି ଥାଏ @ରାଜହସ୍ତୀ

ସଙ୍ଗୀତ ସବୁରି ହୃଦୟ କୁ ସ୍ପର୍ଶ କରେ ସତ କିନ୍ତୁ ସେଇ ଭାବ ରେ ଆତ୍ମ ଲୀନ ହେବା କ୍ଵଚିତ୍ ଦେଖାଯାଏ @ରାଜ ହସ୍ତୀ


ફીડ

લાઈબ્રેરી

લાખો

સૂચના
પ્રોફાઈલ