ଭାବନା ଗୁଡିକ କେଉଁ ଏକ ମୁହୂର୍ତ୍ତ ର ଆଗନ୍ତୁକ
କେବେ ଭରିଦିଅନ୍ତି ସ୍ବପ୍ନ
ରଖିଥାନ୍ତି ଟେକ
ପ୍ରତିଧ୍ୱନିତ୍ବ ହୁଏ ଜୀବନ ର
ସଫଳତା
ବାସ୍ତବତାରେ
ଉତ୍ସର୍ଗୀକୃତ ଜୀବନ ହିଁ ବିଜୟ ଆଣିଥାଏ
Do your duty
Victory will be at your Hand
ନିଷ୍ଠାପର କର୍ମ ହିଁ ବିଜୟ ପଥର
ମୁଖ୍ୟ ସାରଥୀ
ଜୀବନ ରେ ବିଜୟ ହାସଲ କରିବାକୁ ହେଲେ
ଆଗୁସାର ହେବାକୁ ହିଁ ପଡିବ
କପଟ ଆଚରଣ କରି ଜିତିବା ବାସ୍ତବ ରେ ବିଜୟ ନୁହେଁ
ବିଜୟ ଏକ କୀର୍ତ୍ତି
ଏକ ଆତ୍ମ ସନ୍ତୋଷ
କର୍ମ ହିଁ ସର୍ବ ସାର
ସର୍ବ ଗୃହୀତ ଜୀବନ ର
କର୍ମରେ ବିଶ୍ୱାସ
କର୍ମ ଏକାକାର
କର୍ମ କରିବାର କୌଶଳ
କର୍ମରେ ହିଁ ସିଦ୍ଧାନ୍ତ
ବିଚାର, ବିବେକ
ସବୁ କିଛି ହିଁ
ନିର୍ଭର
କରିଥାଏ
କର୍ମରେ