@bharati-bhusan-das

Bharati Bhusan Das
Literary Colonel
280
Posts
0
Followers
0
Following

I'm Bharati Bhusan and I love to read StoryMirror contents.

Share with friends
Earned badges
See all

ଭାବନା ଗୁଡିକ କେଉଁ ଏକ ମୁହୂର୍ତ୍ତ ର ଆଗନ୍ତୁକ କେବେ ଭରିଦିଅନ୍ତି ସ୍ବପ୍ନ ରଖିଥାନ୍ତି ଟେକ

ପ୍ରତିଧ୍ୱନିତ୍ବ ହୁଏ ଜୀବନ ର ସଫଳତା ବାସ୍ତବତାରେ

ଉତ୍ସର୍ଗୀକୃତ ଜୀବନ ହିଁ ବିଜୟ ଆଣିଥାଏ

Do your duty Victory will be at your Hand

ନିଷ୍ଠାପର କର୍ମ ହିଁ ବିଜୟ ପଥର ମୁଖ୍ୟ ସାରଥୀ

ଜୀବନ ରେ ବିଜୟ ହାସଲ କରିବାକୁ ହେଲେ ଆଗୁସାର ହେବାକୁ ହିଁ ପଡିବ

କପଟ ଆଚରଣ କରି ଜିତିବା ବାସ୍ତବ ରେ ବିଜୟ ନୁହେଁ ବିଜୟ ଏକ କୀର୍ତ୍ତି ଏକ ଆତ୍ମ ସନ୍ତୋଷ

କର୍ମ ହିଁ ସର୍ବ ସାର ସର୍ବ ଗୃହୀତ ଜୀବନ ର କର୍ମରେ ବିଶ୍ୱାସ କର୍ମ ଏକାକାର

କର୍ମ କରିବାର କୌଶଳ କର୍ମରେ ହିଁ ସିଦ୍ଧାନ୍ତ ବିଚାର, ବିବେକ ସବୁ କିଛି ହିଁ ନିର୍ଭର କରିଥାଏ କର୍ମରେ


Feed

Library

Write

Notification
Profile