I'm Mira and I love to read StoryMirror contents.
Share with friends
ତୁମେ ଯାଣିଚ! ମୁଁ ତୁମକୁ ସାରାଜୀବନ ସାଇତି ରଖିବାକୁ ଚାହିଁଥିଲି, କିନ୍ତୁ ତୁମେ ମୋତେ ହିଁ ହଜେଇଦେଲ। ମୁଁ ତୁମ ବାହୁ ବନ୍ଧନ ରେ ସାରାଜୀବନ ବାନ୍ଧି ହେବା ପାଇଁ ଚାହିଁଥିଲି, କିନ୍ତୁ ତୁମେ ସବୁଦିନ ପାଇଁ ମୋତେ ବନ୍ଧନ ମୁକ୍ତ କରିଦେଲ। ମୁଁ ତୁମ ସୁଖ ଦୁଃଖ ହସ ଲୁହ ର ସାଥି ହେବା ପାଇଁ ଚାହିଁଥିଲି, କିନ୍ତୁ ତୁମେ ତ ସବୁଦିନ ପାଇଁ ମୋତେ ଲୁହରେ ଭିଜେଇ ଦେଲ..................💔💔 Mira @....✍️