samir sahoo
Literary Captain
25
Posts
7
Followers
14
Following

☺️☺️☺️☺️

Share with friends
Earned badges
See all

ହୃଦୟରେ ମୋର ଲେଖା ଆମନାଁ ଲୋ ...... ମଝିରେ ଦେଇନି କମା ,,,🚫 ଖାଇ ସାରି ଜରି ଫିଙ୍ଗିଲା ପରିଲୋ ମତେ କରିବୁନି ଜମା ,,,,।❤️❤️❤️❤️❤️❤️❤️❤️❤️

ଧିରେ ଧିରେ ଭଲ ପାଇ ଗଲି                     ଯେବେ ତା ସାଥିରେ ଦେଖାହେଲି ....             ଧିରେ ଧିରେ ତାକୁ ବୁଝି ଗଲୀ                       ଯେବେ ତା ସାଥିରେ କଥା ହେଲି            ଜାଣେନା କାହିଁକି କଥା ହେଲି                      ସମୟ କହିବ ଯିବ ବୋଲି .......               ଜାଣେନା ଏ ପ୍ରେମ ର ଲୁଚକାଳି ....... |୨

     ବେଳେ ବେଳେ ଏକ ଅଜଣା ଆଖି ସହ ଆଖି ସହ           ଆଖି ମିଶି ଗଲେ ବଢ଼ି ଯାଏ ହୃଦୟ ସ୍ପନ୍ଦନ             ମନ କହେ ହଁ ଏ ହେଉଛି ସିଏ ଯାହାର               ଛବି ମୁଁ ସବୁବେଳେ କଳ୍ପନା ରେ ଆଙ୍କେ                ତା ' ପରେ ତାକୁ ହିଁ ନିଜର କରିବା                   ପାଇଁ ଆରମ୍ଭ ହୋଇଯାଏ ❤️ ପ୍ରୟାସ ❤️                    

ମା ' କୁ ପାଠ ପଢା ଆସୁକି ନ ଆସୁ । ସମସ୍ତେ ସଂସାର ର ଦୁର୍ଲଭ ଓ ମହତ୍ତ୍ଵ ପୂର୍ଣ୍ଣ ଜ୍ଞାନ ମା ' ଙ୍କ ଠାରୁ ହିଁ ପାଇ ଥାଆନ୍ତି । @ samir

ତୁମର ବ୍ୟବହାର ହିଁ ତୁମକୁ ଶତ୍ରୁ ଏବଂ ମିତ୍ର ରେ ପରିଣତ କରେ ....। @ samir

ଯିଏ ତୁମକୁ ଯେତେ ରାଗେ ସିଏ ତୁମକୁ ସେତେ ଭଲ ପାଏ

ଆମର ଚେଷ୍ଟା ଏବଂ ପରିଶ୍ରମ ହିଁ ଆମର ଭାଗ୍ୟ ଓ ଭବିଷ୍ୟତ କୁ ତିଆରି କରେ

ସମୟ , ଶକ୍ତି , ସମ୍ପତ୍ତି ...... ଅଯଥାରେ ନଷ୍ଟ କର ନାହିଁ

ଆମେ ସୁନ୍ଦର୍ ବୋଲି ଅନ୍ୟ ମାନଙ୍କୁ ଘୃଣା କରିବା ଠିକ୍ ନୁହେଁ କାରଣ ଆମେଯାହାଙ୍କ ଠାରୁ ଗଢ଼ା ସେ ବି ତାଙ୍କ ଠାରୁ ଗଢ଼ା ......।


Feed

Library

Write

Notification
Profile