ସୁଧାଂଶୁ ଶେଖର ଜେନା
Literary Captain
17
Posts
0
Followers
0
Following

ବାଓ ପତ୍ରରେ କଣ ଅଛି ପ୍ରଫାଇଲକୁ ଯାଇ ପଢ଼ିଲେ ଅନେକ ଭୁଲ୍ ଜାଣି ପାରିବେ। ପଢ଼ି ମତାମତ ଦେବେ ନିଶ୍ଚୟ 🙏🏻 Inst I'd - @odia_one_liner

Share with friends
Earned badges
See all

ଆଖିର ଲୁହ ତ ଅନେକ ବହିଛି ଅନେକ ଲୁହ ପିଅଛି ଏଇ ଓଠ, ଜିବନରେ କଷ୍ଟ ଅନେକ ସହିଛି ସବୁ ଚାପି ରହିଛି ଏହି ଓଠ।

ଗୋଟିଏ ଆଙ୍ଗୁଠି ଅନ୍ୟକୁ ଦେଖାଇଲେ କଣ ହେବ ବାକି ତିନିଟି ଆଙ୍ଗୁଠି ତୁମ ପଟେ ରହୁଅଛି ଏ କଥା ମନେ ରଖିବା ଦରକାର।


Feed

Library

Write

Notification
Profile