ସେମାନେ କହିଲେ,
ଭୁଲିଯା ତୋ ବାପ ଘରକୁ
ମୁଁ କରିଲି ମନା...
ସେମାନେ ଉଠାଇଲେ ହାତ,
ମୁଁ କହିଲି ମୋ ଦୁର୍ଗା ରୂପକୁ ଅନା...
ଆଶା ଓ ଜିଜ୍ଞାସା ମଝି ଦେଇ ଯାଇଥିବା ସେଇ ସଂକୀର୍ଣ୍ଣ ପଥ ରେ ଆଜି ଠିଆ ହୋଇଛି ଆମ ସମ୍ପର୍କ.. ଆଉ ସେ ପଥ ର କଡେକଡେ ଫୁଟିଛି ଅହଙ୍କାରର ଅନେକ ପୁଷ୍ପ .. ଆଶା ମୋର ସମ୍ପର୍କ କୁ ମିଳିଯିବ ଆଉ ଏକ ସୁଯୋଗ l ହେଲେ ଆଗେ ଜିଜ୍ଞାସା କରିବ କିଏ ??? ତୁମେ ନା ମୁଁ ???
an absence of your notification
Make my phone
useless .....😒
ସକାଳର ପହିଲି କିରଣ ସଦୃଶ
ନିଜ ଭାବନା କୁ ଶୁଦ୍ଧ, ଶାନ୍ତ ଓ ପରୋପକାରୀ କରିବା ଉଚିତ୍...
ଯେଉଁଠି ଭଲ ବ୍ୟବହାର
ଓ ସଂସ୍କାର ନଥାଏ
ସେଠି ଶିକ୍ଷାର ମୂଲ୍ୟ ଶୂନ...
life is a deep forest..
explore it...
you can take help of a guide...
life is a deep forest..
explore it...
you can take help of a guide...