I'm BRATATI and I love to read StoryMirror contents.
Share with friendsସେମାନେ କହିଲେ, ଭୁଲିଯା ତୋ ବାପ ଘରକୁ ମୁଁ କରିଲି ମନା... ସେମାନେ ଉଠାଇଲେ ହାତ, ମୁଁ କହିଲି ମୋ ଦୁର୍ଗା ରୂପକୁ ଅନା...
ଆଶା ଓ ଜିଜ୍ଞାସା ମଝି ଦେଇ ଯାଇଥିବା ସେଇ ସଂକୀର୍ଣ୍ଣ ପଥ ରେ ଆଜି ଠିଆ ହୋଇଛି ଆମ ସମ୍ପର୍କ.. ଆଉ ସେ ପଥ ର କଡେକଡେ ଫୁଟିଛି ଅହଙ୍କାରର ଅନେକ ପୁଷ୍ପ .. ଆଶା ମୋର ସମ୍ପର୍କ କୁ ମିଳିଯିବ ଆଉ ଏକ ସୁଯୋଗ l ହେଲେ ଆଗେ ଜିଜ୍ଞାସା କରିବ କିଏ ??? ତୁମେ ନା ମୁଁ ???