@keshab-chandra-dash

Keshab Chandra Dash
Literary Brigadier
315
Posts
0
Followers
0
Following

I am interested to reading and writing.

Share with friends

ନିଜର ସଞ୍ଚିତ ଧନକୁ ନେଇ ଗର୍ବ କରେ ଆଜି ଆଜିର ଏହି ମଣିଷ , ସବୁ ମୋର ମୋର କହି ଧନ ଅରଜିଛି ସବୁ ହେବ ଦୁଇ ମୁଠା ପାଉଁସରେ ଶେଷ। ରାଜିବ @ ଚିପିଲିମା

ପ୍ରକୃତ ଧନକୁ ଯଦି ଦେଖିବାକୁ ଚାହଁ ନିଜ ବ୍ୟାଙ୍କ୍ ଜମା ଆଉ ଟ୍ରେଜୋରିକୁ ନ ଦେଖ, ନିଜ ପଛେ ଯେବେ ଲୋକ ଛିଡାହେବେ ପ୍ରକୃତ ଧନ ସେହି ଯେବେ ପଡ଼ିଲେ ନିଜର ଦୁଃଖ । କେଶବ@ଚିପିଲିମା

ଆଖିରୁ ନିଜର ଯେବେ ଲୁହ ପୋଛିବାକୁ ଯିଏ ଠିଆହେବେ ସିଏ ହିଁ ଏକା ନିଜର, ଟଙ୍କା, ସୁନା,ରୂପା ପ୍ରକୃତ ଧନ ନୁହେଁ ସେହି ଲୋକବଳ ହିଁ ପ୍ରକୃତ ଧନ ତୋର । କେଶବ #ଚିପିଲିମା

ଉପଯୋଗ ନ ହେଲେ ଧନ ବ୍ୟର୍ଥ ଅଟେ, ଜୀବନ ବ୍ୟର୍ଥ ଅଟେ ଯେବେ ନ ଥିବ ଗୁଣ ମାନବତା। କେଶବ @ଚିପିଲିମା

ଗୁଣ ନ ଥିଲେ ରୁପ ବ୍ୟର୍ଥ ଅଟେ, ବିଦ୍ୟା ବ୍ୟର୍ଥ ଅଟେ ଯେବେ ନ ଥିବ ବିନମ୍ରତା । କେଶବ @ଚିପିଲିମା

ମାଧୂର୍ଯ୍ୟତା ନ ଥିଲେ ମୁଖବାଣୀ ବ୍ୟର୍ଥ ଅଟେ ବ୍ୟବହାର ବ୍ୟର୍ଥ ଅଟେ ଯେବେ ନଥିବ ଶାଳିନତା । କେଶବ @ଚିପିଲିମା

ସନ୍ଦେହର କୌଣସି ଚିକିତ୍ସା ସଂସାରରେ ନାହିଁ ଏହି କଥାକୁ ସର୍ବେ ଜାଣ , ସନ୍ଦେହି ମନକୁ କେହି ଦେଇ ପାରିବେନି ନିଜ ଚରିତ୍ରର କେବେ ସଚ୍ଚା ପ୍ରମାଣ , ନୀରବ ରହିବାଠୁ ନାହିଁ କୌଣସି ସାଧନ, ମୁଖରୁ ବାହାରୁଥିବା ଶବ୍ଦଠାରୁ ନାହିଁ ଆଉ କୌଣସି ତିର୍ଯକ ଧନୁର୍ବାଣ। ରାଜିବ @ଚିପିଲିମା

ଦୁନିଆଁରେ ଲୋକଙ୍କଠୁ ସହଜେ ମିଳେ ନାହିଁ ଜିନିଷ ଯାହା ଅଟେ ମହରଗ, ହଜାରେ ଲୋକରୁ କେବଳ ଜଣକଠୁ ମିଳେ ସିଏ ଅଟେ ମହାନ ଗୁଣ ସହଯୋଗ। ରାଜିବ @ ଚିପିଲିମା

ଦୁନିଆଁର ସବୁଠୁ ଶସ୍ତା ଜିନିଷ ସେ ପରକୁ ଦେବା ଉପଦେଶ, ଜଣକୁ ମାଗିଲେ ଅଭାବ ହେବନି ଜ୍ଞାନ ଦେବେ ହଜାରେ ମଣିଷ। ରାଜିବ @ଚିପିଲିମା


Feed

Library

Write

Notification
Profile