Salila Sarangi
Literary Brigadier
129
लेखन
1
फोल्लोवेर्स
0
फॉलोविंग

Story And Poem Writer ✍️

मित्रांशी सामायिक करा
Earned badges
See all

ଏ ଦୁନିଆରେ ପିତା ମାତା ଦୁଇ ଜଣ କେଵଳ ନିଃସ୍ଵାର୍ଥ ଭାବରେ ପିଲାମାନଙ୍କର ସେବା ଯତ୍ନ କରନ୍ତି।ଆଉ ଅନ୍ୟ ମାନେ ସ୍ଵାର୍ଥର ପୂଜାରୀ। ସଲୀଳା ଷଡ଼ଙ୍ଗୀ

ଆଜି କାଲି ଦୁନିଆରେ କଟା ଘାଆରେ ମଲମ ଲଗେଇଵା ପାଇଁ ଲୋକମାନଙ୍କର ଘୋର ଅଭାବ। କିନ୍ତୁ ଚୂନ ଲଗେଇବା ପାଇଁ ବହୁତ ଲୋକ ଅଛନ୍ତି। ସଲୀଳା ଷଡ଼ଙ୍ଗୀ

କହିଵାର ଗୋଟିଏ ସୀମା ଥାଏ ଏବଂ ସହିବାର ମଧ୍ୟ ଗୋଟିଏ ସୀମା ଥାଏ। ଯେତେବେଳେ ମଣିଷ ଏ ଦୁଇଟି ସୀମା ପାର କରିଦିଏ ସେତେବେଳେ ସମ୍ପର୍କ ସବୁଦିନ ପାଇଁ ତୁଟିଯାଏ। ସଲୀଳା ଷଡ଼ଙ୍ଗୀ କଟକ

ଲୁହର ମୂଲ୍ୟ ଯଦି ଦୁନିଆରେ କିଏ ଵୁଝି ଥାଆନ୍ତା ତା'ହେଲେ ଅନ୍ୟର ଆଖିରେ ଲୁହ ଦିଅନ୍ତା ନାହିଁ। ସଲୀଳା ଷଡ଼ଙ୍ଗୀ

ମିଥ୍ୟାର ମୂଳଦୁଆ ଉପରେ ସତ୍ୟର ରାଜମହଲ କେବେ ଠିଆ ହୋଇ ପାରିବ ନାହିଁ। ସଲୀଳା ଷଡ଼ଙ୍ଗୀ କଟକ

ଆଜିକାଲି ଦୁନିଆରେ କୈାଣସି ମନୁଷ୍ୟ ବିଶ୍ବାସ ଯୋଗ୍ୟ ନୁହନ୍ତି। ମଉସୁମୀ ଭଳି କେତେ ବେଳେ ସେମାନଙ୍କର କେଉଁ ରୂପ ଜାଣିବା ମୁସ୍କିଲ। ସଲୀଳା ଷଡ଼ଙ୍ଗୀ କଟକ

ସରଳ ନିଷ୍ପାପ ମଣିଷଟି ସବୁବେଳେ ଧୋକା ଖାଏ।ସେ ଆତ୍ମୀୟ ଲୋକ ହୁଅନ୍ତୁ କିମ୍ବା ଅନ୍ୟ କାହା ଦ୍ଵାରା..... ସଲୀଳା ଷଡ଼ଙ୍ଗୀ କଟକ

ନୂଆ ନୂଆ ବେଳେ ସବୁରି ଆଦର ପୁରୁଣା ହୋଇଲେ ଅଳିଆ ଏତ କଳି କାଳ ମଣିଷ ବେଭାର ମଉସୁମୀ ଵାଆ ଭଳିଆ। ସଲୀଳା ଷଡ଼ଙ୍ଗୀ (କଟକ)

ସପନ ରାଇଜ ସଉଦାଗର ମୁଁ ନିତି ନୂଆ ସ୍ଵପ୍ନ କିଣେ ସେହି ସପନକୁ ହୃଦୟେ ସାଇତି ସପନ ଚାଦର ଵୁଣେ। ସଲୀଳା ଷଡ଼ଙ୍ଗୀ


फीड

लाइब्रेरी

लिहा

सूचना
प्रोफाइल