Sudeshna Pradhan
Literary Brigadier
AUTHOR OF THE YEAR 2021 - NOMINEE

282
Posts
1
Followers
0
Following

I'm Sudeshna and I love to read StoryMirror contents.

Share with friends

ଅଭିନୟ ସମସ୍ତଙ୍କ ଦ୍ୱାରା ହେଇପାରେନି, ସେଥିପାଇଁ ଯେଉଁମାନେ ଛଳନାର ଅଭିନୟ କରିପାରନ୍ତି, ସେମାନେ ହିଁ ଦୁନିଆରେ ଜିତିବାସହ ତିଷ୍ଠିପାରନ୍ତି, ଆଉ ଯାହା ସହ ସେମାନେ ଛଳନା କରନ୍ତି, ସେମାନେ ତ ଜିଅନ୍ତା ଶବ |

ଗୋଟିଏ ଭଲ ଶକ୍ତି , ଆଉ ଅନେକ ଖରାପ ଶକ୍ତି, ଗୋଟିଏକୁ ଆମେ ରଖିବା ଦରକାର, ଆଉ ଅନେକ ଆମକୁ ଆକ୍ରମଣ କରିବାକୁ ଚାହାଁନ୍ତି |

ଦୁଃଖ ଆସିଲେ ପାହାଡ଼ ନେଇଆସେ ଆଉ ସୁଖ ଆସିଲେ ଟିକି ଫୁଲ ସଦୃଶ, ଅଳପ ଅଟେ ଅମୃତ ଯେହ୍ନେ, ବହୁତ ହୁଅଇ ବିଷ |

କେବେ କେବେ ପ୍ରକୃତିର ସୁନ୍ଦର ବି ଏକ ନିଆରା ଛବି ଆଙ୍କିଥାଏ ପ୍ରତିଟି ମନରେ |

ସବୁ ରାତି ଅନ୍ଧାର ନୁହେଁ କି ସବୁଦିନ ଉଜ୍ବଳ ନୁହଁ, ଆଉ ସବୁ ସମୟ ବି ତ ସ୍ଥିର ନୁହଁ |

ସୁନାକୁ ଲୁହା ସହ ପିଟାଯାଉ କିମ୍ବା ଲୁହାକୁ ସୁନା ସହ, କ୍ଷତି ତ ସୁନାର ହିଁ ହେବ ନା |

ତର ତର ହୋଇ କୋୖଣସି ପଦକ୍ଷେପ ନ ନେଇ ବିଚାର କରି ଧିର ମନରେ କାମ କରିବା ଉଚିତ |

କାଙ୍ଗାଳି ବୋଲି କହିନି କାହାକୁ, ମୁଁ ଯେ କାଙ୍ଗାଳର ଜନ, କାଙ୍ଗାଳ ହୋଇ ଗଢିଛି ଯେ ମୋତେ, କରିନି ସେ ଅଭିମାନ |

ଏ ବୟସ, ସମୟ ଚକରେ, ଶରୀର ରଥରେ ଯାଉଛିରେ ଗଡି ଗଡି, ଆକାର ବଢ଼ୁନି, ବିଚାର ସାଥିରେ ବୟସ ଯାଉଛି ବଢ଼ି |


Feed

Library

Write

Notification
Profile