I'm Sudeshna and I love to read StoryMirror contents.
Share with friends
ଅଭିନୟ ସମସ୍ତଙ୍କ ଦ୍ୱାରା ହେଇପାରେନି, ସେଥିପାଇଁ ଯେଉଁମାନେ ଛଳନାର ଅଭିନୟ କରିପାରନ୍ତି, ସେମାନେ ହିଁ ଦୁନିଆରେ ଜିତିବାସହ ତିଷ୍ଠିପାରନ୍ତି, ଆଉ ଯାହା ସହ ସେମାନେ ଛଳନା କରନ୍ତି, ସେମାନେ ତ ଜିଅନ୍ତା ଶବ |
ଗୋଟିଏ ଭଲ ଶକ୍ତି , ଆଉ ଅନେକ ଖରାପ ଶକ୍ତି, ଗୋଟିଏକୁ ଆମେ ରଖିବା ଦରକାର, ଆଉ ଅନେକ ଆମକୁ ଆକ୍ରମଣ କରିବାକୁ ଚାହାଁନ୍ତି |