Love to read and write. I want a peaceful life, and so that I tried to be so simple.
କୋମଳ ହୃଦୟ ଓ ଉଦରମନା ବ୍ୟକ୍ତି ଅନେକ ସମୟରେ କଷ୍ଟ ପାଇଥାଏ ।
ମଣିଷ ଅନ୍ୟକୁ ଉତ୍ତେଜନା ବାକ୍ୟ କହି ଗଭୀର ଭାବରେ ପ୍ରଭାବିତ କରିପାରେ ।
ପ୍ରତି ସ୍ୱପ୍ନରେ ମୁଁ ତୁମକୁ ଦେଖେ, ତୁମ ପ୍ରତିବିମ୍ବକୁ ମୁଁ ସାଇତି ରଖେ ।କିନ୍ତୁ ବାସ୍ତବରେ କେବେ ହୁଏନି ଦେଖା।