Sumitra mishra
Literary Colonel
AUTHOR OF THE YEAR 2021 - NOMINEE

35
Posts
0
Followers
1
Following

I'm Sumitra and I love to read StoryMirror contents.

Share with friends

ପ୍ରିୟା ଯେବେ ମୋର ପାଖେ ବସିରହି ଲାଜେଇ ଲାଜେଇ ହସୁଛି, ପ୍ରେମିକ ମନ ମୋ ଆକାଶରେ ଉଡ଼େ ସତେ କି ସରଗ ଛୁଉଁଛି ।।

ହୃଦୟ କାହାର ଚୋରାଇବା ଆଗୁ ହୃଦୟ ଦେଇକି ଦେଖ, ହୃଦୟ ଭାଙ୍ଗିଲେ କେତେ ଯେ ଯାତନା ମିଳେ କେମିତିକା ଦୁଃଖ।

ଜିବୀକା ଠାରୁ ଯେ ଜୀବନଟା ବଡ଼ ଜୀବନଠୁ ବଡ଼ ଇଜତ, ଇଜତ ନଥିବା ମାନବ ସର୍ବଦା ହରାଇଥାଏ ତା ମହତ ।

ଏକାକୀ ରହିବା ଶିଖି ମୁଁ ଗଲିଣି ଲୋଡ଼ା ନାହିଁ ଭାବପ୍ରୀତି, ଅହଂକାରପୂର୍ଣ ତୁଚ୍ଛ ଏ ସଂସାର ଦେଖି ବଢିଯାଏ ଭୀତି ।


Feed

Library

Write

Notification
Profile