Rajesh Nisika
Literary Captain
4
Posts
1
Followers
1
Following

I'm Rajesh and I love to read StoryMirror contents.

Share with friends
Earned badges
See all

ନିଜର ଭୋକ ମେଣ୍ଟାଇବା ପାଇଁ ଖାଦ୍ୟ ଖାଇବା ଉଚିତ୍ । ଜିଭର ଲାଳସା ପାଇଁ ଯଦି ଖାଇଲେ ଭୋଗିବାକୁ ପଡ଼ିବ ।

ଟଙ୍କାରେ ଖଟ କିଣି ହୁଏ କିନ୍ତୁ ନିଦ ନୁହେଁ । ଟଙ୍କାରେ ବସ୍ତୁ କିଣି ହୁଏ କାହା ହୃଦୟ ନୁହେଁ

ଚନ୍ଦ୍ରରେ କଳଙ୍କ ରହିପାରେ ହେଲେ ଶିତଳତାରେ ନୁହଁ ।ସୂର୍ଯ୍ୟକୁ ମେଘ ଢାଙ୍କିପାରେ ହେଲେ ଆଲୋକ କୁ ନୁହଁ ।ଦୋଷ ମୋ କର୍ମରେ ରହିପାରେ,ହେଲେ ମୋ ପ୍ରେମ ରେ ନୁହେଁ ।💗😥


Feed

Library

Write

Notification
Profile