ସମାଜ ସେବା. କବିତା ଗଳ୍ପ ଲେଖିବା ପଢିବା.. teachership
Share with friends
କଲମ ଯେତେ ଦାମୀ ହେଉ ପଛେ ଯଦି କଲମରେ କାଳି ନାହିଁ ସେ ମୂଲ୍ୟ ହୀନ, ଠିକ୍ ସେମିତି ମଣିଷ ଯେତେ ଶିକ୍ଷିତ ହେଉ ନା କାହିଁକି ବ୍ୟବହାର ଯଦି ତା ପାଖରେ ଠିକ୍ ନାହିଁ ତେବେ ସେ ଶିକ୍ଷା ମୂଲ୍ୟ ହୀନ
ନିସ୍ୱାର୍ଥ ପରେ ସାହାଯ୍ୟ ଯେ କରଇ ବିନା ଦ୍ଵିଧା ରେ କୁଣ୍ଠିତ ନ ହୋଇ ସଦା ସର୍ବଦା ମଙ୍ଗଳ ଯେ ଚିନ୍ତଇ ତା ମଙ୍ଗଳେ ଦଇବ ସାହା ହୁଅନ୍ତଇ ।Dr.P .M
आपका मन एक चुंबक है। यदि आप आशीर्वाद के बारे में सोचते हैं, आपको आशीर्वाद मिले। और यदि आप समस्याओं के बारे में सोचते हैं, तो आपको समस्याएं आती हैं सकारात्मक परिणाम प्राप्त करने के लिए हमेशा सकारात्मक विचार रखें। 🇮🇳 सुप्रभात🇮🇳
ଯେତେ ଡରି ଡରି ରହିବ ନିଜ ଭିତରେ ଆଉ ଲୋକଙ୍କ ଆଗରେ ସେତେ ଅଧିକ ଡର ରହିବ ତେଣୁ ପ୍ରତ୍ୟେକ ପରିସ୍ଥିତି ସାମ୍ନା କରିବା ଶିଖିଲେ ନିଜ ଭିତରେ ଆଉ ଭୟ ରହିବନି Dr.pm