I'm Antaryami and I love to read StoryMirror contents.
Share with friends
ହେ ପ୍ରଭୁ, ମୋତେ ଆପଣ ଏତିକି କୃପା କରନ୍ତୁ ଯେ, ମୁଁ ଜୀବନର ପ୍ରତିଟି ମୂହୁର୍ତ୍ତରେ ଆପଣଙ୍କର ସେଇ ଦିବ୍ୟାତି ଦିବ୍ୟ ଅପ୍ରାକୃତ ପ୍ରେମମୟ ମୂର୍ତ୍ତୀକୁ ମୋର ନେତ୍ର ପଟଳରେ ମୁଦ୍ରିତ କରି ରଖିବାକୁ ଚାହେଁ କାରଣ ଏହି ରଙ୍ଗ ମୟ ଦୁନିଆର କୌଣସି ରଙ୍ଗିନ ଆବରଣ ମୋର ଚକ୍ଷୁପଟ୍ଟରେ ଦୃଶ୍ୟ ନ ହେଉ । ଜୟଶ୍ରୀ ରାଧେ🙏 ଅନ୍ତର୍ଯ୍ୟାମୀ