ସୁଗନ୍ଧ ବିହୀନ ପଳାଶ ଫୁଲ ଭଳି ମୂର୍ଖମାନେ ଯେତେ ଉଚ୍ଚ କୂଳରେ ଜନ୍ମ ହୋଇଥିଲେ ମଧ୍ୟ ଏବଂ ଯେତେ ରୂପମାନ ତଥା ଯୌବନ ଯୁକ୍ତ ହୋଇଥିଲେ ମଧ୍ୟ ଶୋଭାପାନ୍ତି ନାହିଁ
ଏହି ସଂସାରରେ ବିଦ୍ୟା ସମାନ ବୁଦ୍ଧି ନାହିଁ,ସତ୍ୟ ସମାନ ତପସ୍ୟା ନାହିଁ,ରୋଗତୁଲ୍ୟ ଦୁଃଖ ନାହିଁ ଓ ତ୍ୟାଗ ସଦୃଶ ସୁଖ ନାହିଁ
ଉତ୍ସାହ, ସାହସ,ଧର୍ଯ୍ୟ, ବୁଦ୍ଧି, ଶକ୍ତି ଓ ପରକ୍ରମ ଏହି ଛଅଟି ଯେଉଁଠାରେ ରୁହନ୍ତି,ସେଠାରେ ଦେବତା ସାହଯ୍ୟକାରୀ ହୁଅନ୍ତି
ପ୍ରାଣ ସଙ୍କଟ ଉପସ୍ଥିତ ହେଲେ ମଧ୍ୟ ଅକାର୍ଯ୍ୟ କରିବା ଉଚିତ ନୁହେଁ ଏବଂ ଯାହା କର୍ତ୍ତବ୍ୟ ତାହା ତ୍ୟାଗ କରିବା ଉଚିତ ନୁହେଁ ,ଏହା ହିଁ ସନାତନ ଧର୍ମ