Jagannath Barik
Literary General
AUTHOR OF THE YEAR 2021 - NOMINEE

649
Posts
6
Followers
1
Following

କଵି, ଗାଳ୍ପିକ, ପ୍ରାବନ୍ଧିକ, ଵୃତ୍ତି -ଅଵସର ପ୍ରାପ୍ତ ଶିକ୍ଷକ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ

Share with friends
Earned badges
See all

Health is wealth better than gold Without health life will be fold.

ଏ ଦେହ ଥିଲେ ସର୍ବପାଇ ସ୍ୱାସ୍ଥ୍ୟଠୁ ବଡ଼ କିଛି ନାହିଁ ସ୍ୱାସ୍ଥ୍ୟ ରକ୍ଷଣେ ଦିଅ ଧ୍ୟାନ ଏହା ଈଶ୍ୱର ଅବଦାନ

ସବୁ ଜୀବଙ୍କର ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟହୀନ ସଦା ଦୁଃଖୀ ରୋଗୀପାଇଁ ବିଷ ସଂସାରର ସୁଖ ହୁଅ ସ୍ୱାସ୍ଥ୍ୟ ଅଭିମୁଖୀ

ବିଶ୍ୱ ବିସ୍ମୟ ନିଜେ ଶ୍ରୀଜଗନ୍ନାଥ ଦରଗଢ଼ାରେ ପୂର୍ଣ୍ଣ ପରିପ୍ରକାଶ

ଆଶ୍ଚର୍ଯ୍ୟର ଭବନ ଏହି ଭୁବନ ସବୁଠାରୁ ଆଶ୍ଚର୍ଯ୍ୟ ଅଟଇ ମନ

ଅଚିନ୍ତନୀୟ ଯାହା ଆଶ୍ଚର୍ଯ୍ୟ ତାହା ମାନଇ ପରାଭବ ମାନବ ଆହା

ଗତାନୁଗତିକ ଜୀବନ ଧାରା ବେଳୁବେଳ ହୋଇଯାଏ ଘସରା ନବୀନ ଉତ୍ସାହ ଆସେ ଭ୍ରମଣେ ତନୁ ମନ ସୁସ୍ଥ ଶାନ୍ତି କରଣେ

କର୍ମମୟ ଅଟେ ଏହି ଜୀବନ ନାହିଁ ଶାନ୍ତି ନାହିଁ ଅପନଦନ ବିଶାଳ ସୃଷ୍ଟିକୁ ଦେଖିବା ପାଇଁ ଭ୍ରମଣ ସୁଯୋଗ ଆଣ ହେ ଭାଇ

କର୍ମମୟ ଅଟେ ଏହି ଜୀବନ ନାହିଁ ଶାନ୍ତି ନାହିଁ ଅପନଦନ ବିଶାଳ ସୃଷ୍ଟିକୁ ଦେଖିବା ପାଇଁ ଭ୍ରମଣ ସୁଯୋଗ ଆଣ ହେ ଭାଇ


Feed

Library

Write

Notification
Profile