Alekha Pasad Moharana
Literary Brigadier
AUTHOR OF THE YEAR 2021 - NOMINEE

150
Posts
1
Followers
1
Following

Distirict-Jajpur

Share with friends
Earned badges
See all

ପିତା ମାତା ଗୁରୁ ସେବା କଲେ କଟେ ସବୁ ବାଧା ଝରିଯାଏ କରୁଣା ଝର ଧର୍ମ ଅର୍ଥ କାମ ମୋକ୍ଷ ଖୋଲେ ମୁକତି ଗବାକ୍ଷ ଝରାଇ ପ୍ରଗତି ଝର ।

ପ୍ରିୟାର ପଣତ ଭରସାର ପେଣ୍ଠ ପ୍ରେରଣାର ମାପକାଠି ପ୍ରିୟତମା ହସ ଅସରା ପୀୟୂଷ ବାଧା ବିଘ୍ନ ଦିଏ କାଟି ।

ଜୀବନଟା ମୋର ସପ୍ତଫେଣି କଣ୍ଟା ଶ୍ରୀଖଣ୍ଡିର ଶରାଘାତ ଯାତନା କଷଣ ଶରୀର ଭୂଷଣ ସହନେ ପରାଣ ସିକ୍ତ ।

ମାଆ ର ଆଦର କେହି ଦେବେ ନାହିଁ ଭଙ୍ଗୁର ଏ ଦୁନିଆରେ ମାଆ ର ଋଣ ବି କେଉଁ ପୁଅ କେବେ ଜୀବନେ ସୁଝି ନପାରେ।

Mother is the cradle of all virtues.

ମାଆ ର ପଣତ ଶିରିକ୍ଷେତ୍ର ନେତ ଆପଦ ବିପଦେ ସାହା ପୋଛିଦିଏ ଦୁଃଖ ଭରି ଦେଇ ସୁଖ କରୁଣାମୟୀ ମୋ ମାଆ।

ମାଆ ମୋର ମମତାର ସୀମାହୀନ ସାଗର ମାଆ ମୋର ମୋ ପାଇଁ ଦେବତାର ମନ୍ଦିର।

Mother is the sweetest creation of God in the universe.

ଅନ୍ତର ଜଳଇ ମନ ପୋଡ଼ିଗଲେ ପୋଡା ମନ ହୁଏ ଖଟା ଯାତନା ବଢଇ ପରାଣ କାନ୍ଦଇ ପ୍ରେମରେ ଆସଇ ଭଟ୍ଟା ।


Feed

Library

Write

Notification
Profile