Hemabanta Pradhan
Literary Captain
41
Posts
2
Followers
2
Following

None

Share with friends

Everybody cannot see the beauties ,hidden in nature.but one who see became famous in this society or tell him mad.

Creativity is not only writting poems ,stories,essays,novels etc. But it is creating something on his own styles,ideas,thoughts ,experiencce,emotions,etc.in primary level creating house in sand,forming words and numbers,answering question without anybodys helps write or say the answer,making questions,is just creativity.it is the primary level of creativity.

To attract towards beauty of his body is not love,not towards his body,but love is good thought,thinking for his whole personality good wish for his whole body,mind and spirit

ଆଘୋ ଡାକ୍ତର୍ ବଏଲେଁ ଭାବୁଥିଲେ ମାହାପୁରୁ କରୋନା ଆଏଲା ପରେଁ ଡାକ୍ତର୍ ଖାନା କେ ଜୁହାର୍ କରୁଛନ୍ ଦୂରୁଁ | କରୋନା ନୁ ଲୋକ୍ ଭଲ୍ ହେଇଯାଉଛନ୍ ଘରୁଁ ହସ୍ପିଟାଲ୍ ରେ ବେଡ୍ ନାଇଁ ଅକ୍ସିଜେନ୍ ନାଇଁ ରୁଗୀ ମରିଯାଉଛନ୍ ଡାକ୍ତର୍ ଖାନାକେ ଗଲା ଉତାରୁଁ |

ମାଁର୍ ବାବଦ୍ ରେ ଲେଖି ଲେଖି ସରିଗଲା ନ ସ୍ଯାହି ଲେଖି ନାଇଁ ପାରେଁ ଯେ ଏତ୍କି ମମ୍ତା ମନୁ ଯାଏସି ବହି |

ଯାହାଠାରୁ ମୁହିଁ ହୋଇଛି ଜନମ ତାଙ୍କ ପାଦପଦ୍ମେ ସଦା ନମୋ ନମ | ସେ ଖାଲି କରିନି ଜନମ କରିଛି ଯତନ ସେ କେବଳ ଆଶୀର୍ବାଦ ଦିଅଇ ଯେମିତି ନ ହେବ କେବେ ପତନ |

ମାଁ ହିଁ ଜଗତ ର ତ୍ରିଦେବ ତା ବିନା ଜଗତର କଣ ହେବ | ଶିବ ବିନା ଯେପରି ଜଗତ ଯେପରି ଶବ ମାଁ ଲାଗି ସାରା ଜଗତ ନବ ନବ |

"ସମିୟା ଘାଏ ଘାଏ ଆଶୀର୍ବାଦ୍ ବନିଯାଏସି ଧୋକା | ସେ ଧୋକା ବି ଜୀବନ୍ କେ ଭଲ୍ ସେ ବନାବାର୍ ଲାଗିଁ ଦେସି ଆଉ ଗୁଟେ ମୌକା ||"

ଯେମିତି ବାଦଲ ମଧ୍ୟେ ହଜିଯାଏ ସୁରୁଜର ମୂଲ୍ୟ, ସେମିତି ସତ୍ୟ ପ୍ରେମ ହଜିଯାଏ ମିଛ ମୋହମାୟା ହୋଇଯାଏ ଅମୂଲ୍ୟ |


Feed

Library

Write

Notification
Profile