ସାହିତ୍ୟ ମୋ ଛାତିର ସ୍ପନ୍ଦନ ହେଲେ କବିତା ମୋ ପାଇଁ ଅମ୍ଳଜାନ ।
Share with friends
ବାପା! ତମେ ଏତେ ନିର୍ଭୀକ କେମିତି ହେଲ ଯେ ମୋ ପାଇଁ ବୋଲି ତମେ ଏ ଦୁନିଆ ସହ ଲଢ଼ିବାକୁବି ପଛାଉନ ଏକା ଏକା ବାହାରି ପଡ଼ିଛ ।