shibananda barik
Literary Captain
AUTHOR OF THE YEAR 2020 - NOMINEE

49
போஸ்ட்ஸ்
1
பின்தொடர்பவர்கள்
0
பாலோவிங்

I'm shibananda and I love to read StoryMirror contents.

நண்பர்களுடன் பகிர
Earned badges
See all

ଦଶହରା ରେ ଖାଲି ବଡ ବଡ shoping mall ରୁ ନୁହଁ ବରଂ ରାସ୍ତା କଡ଼ରେ ବସିଥିବା ବୁଢ଼ୀ ମା ଠାରୁ ବି କିଛି କିଣନ୍ତୁ। କାରଣ ସେମାନେ saving ପାଇଁ ନୁହଁ ବରଂ survive ପାଇଁ ସେଇଠି ବସି ଥାଆନ୍ତି ।

ଆମେ ଏଇଭଳି ଏକ ସମାଜରେ ବଞ୍ଚିଛୁ ,ଯେଉଁଠି କାଚ ବାକ୍ସ ଭିତରେ ଥିବା ଜୋତା ଓ ରାସ୍ତା କଡ଼ରେ ବିକ୍ରୀ ହେଉଥିବା ବହି କିଣିବାକୁ ଲୋକ ପସନ୍ଦ କରନ୍ତି।

ସବୁ ରାଜନୈତିକ ଦଳ ତ ଗରିବ ଲୋକମାନଙ୍କ ପାଇଁ ଲଢ଼ୁଛନ୍ତି ତେବେ ନିଜ ନିଜ ଭିତରେ ବାଡିଆ ପିଟା କିଆଁ? ଏକାଠି ହୋଇ ଗରିବ ଲୋକଙ୍କ ପାଇଁ ଲଢ଼ିଲେ କେମିତି ହୁଅନ୍ତା ? #ସିଧକଥା

"ଯେତେଦିନ ପର୍ୟ୍ଯନ୍ତ ହାତ ରେ ଵାଡି ଧରି ପୁଅକୁ ମହିଳା ଙ୍କୁ ସମ୍ମାନ କରିବା ଶିଖେଇ ନ ପାରିଵା ସେତେଦିନ ଯାଏଁ ଝିଅ ପାଇଁ ହାତରେ ମହମଵତୀ ଧରି ଚାଲିବାକୁ ପଡିବ। " #ସିଧାକଥା


ஊட்டம்

நூலகம்

எழுது

அறிவிப்பு
சுயவிவரம்