I'm shibananda and I love to read StoryMirror contents.
Share with friends
ଦଶହରା ରେ ଖାଲି ବଡ ବଡ shoping mall ରୁ ନୁହଁ ବରଂ ରାସ୍ତା କଡ଼ରେ ବସିଥିବା ବୁଢ଼ୀ ମା ଠାରୁ ବି କିଛି କିଣନ୍ତୁ। କାରଣ ସେମାନେ saving ପାଇଁ ନୁହଁ ବରଂ survive ପାଇଁ ସେଇଠି ବସି ଥାଆନ୍ତି ।
ଆମେ ଏଇଭଳି ଏକ ସମାଜରେ ବଞ୍ଚିଛୁ ,ଯେଉଁଠି କାଚ ବାକ୍ସ ଭିତରେ ଥିବା ଜୋତା ଓ ରାସ୍ତା କଡ଼ରେ ବିକ୍ରୀ ହେଉଥିବା ବହି କିଣିବାକୁ ଲୋକ ପସନ୍ଦ କରନ୍ତି।
ସବୁ ରାଜନୈତିକ ଦଳ ତ ଗରିବ ଲୋକମାନଙ୍କ ପାଇଁ ଲଢ଼ୁଛନ୍ତି ତେବେ ନିଜ ନିଜ ଭିତରେ ବାଡିଆ ପିଟା କିଆଁ? ଏକାଠି ହୋଇ ଗରିବ ଲୋକଙ୍କ ପାଇଁ ଲଢ଼ିଲେ କେମିତି ହୁଅନ୍ତା ? #ସିଧକଥା