Suneeta Patra
Literary Colonel
10
Posts
23
Followers
0
Following

ସ୍କୁଲ ସମୟରୁ ଲେଖା ଲେଖି କରେ

Share with friends

Courage is not what you have to climb Everest, but what is there inside you which pushes you to stay away from your love of life.!!!

ମନ ଛୋଟ ଗୋଟେ ମନ ,ହଜ଼ାରେ ସପନ କୁନି ଡେଣା ,ବୁଲିବାକୁ ଅଛି ପୁରା ଗଗନ

ମୋକ୍ଷ ପ୍ରାପ୍ତି ର ପରିସମାପ୍ତି ରେ ହିଁ ମୋକ୍ଷ ର ଅୟମାରମ୍ଭ

ବୋହି ଯାଉଥିବା ପାଣି ଭାସି ଯାଉଥିବା ମେଘ ଉଡିଯାଉଥିବା ପକ୍ଷୀ ସରି ଆସୁଥିବା ସମୟ ଆଉ ଛିଡି ଆସୁଥିବା ସମ୍ପର୍କ କୁ ଧରି ରଖିବାକୁ ଯେଉଁ ଚେଷ୍ଟା କରାଯାଏ ତାକୁ ଅପଚେଷ୍ଟା କୁହନ୍ତି

ପ୍ରେମ ତୁ ବି ଜାଣିଛୁ ମୁଁ ବି ବୁଝୁଛି ତଥାପି ଆମେ ଅମାନିଆ ତୁ ବି ଜଳିବୁ ମୁଁ ବି ଜଳିବି ପ୍ରେମ ଯଦି ଗୋଟେ ନିଆଁ

ଶବ୍ଦ ଯେଉଁ ଶବ୍ଦ ଗୁଡିକୁ ଆମେ କହି ସାରିଛୁ ଆମେ ସେମାନଙ୍କ ଦାସ,ଯେଉଁ ଶବ୍ଦ ଗୁଡିକ ଆମ ମନରେ ଅଛି ସେମାନେ ଆମର ଦାସ।

ବର୍ଷା କେବେ ଆଖିରୁ କେବେ ଆକାଶରୁ ଆସୁ ତୁ କେବେ ମନକୁ ତ କେବେ ମାଟିକୁ ଭିଜାଉ ତୁ


Feed

Library

Write

Notification
Profile