Archana Acharya
Literary Colonel
82
Posts
0
Followers
0
Following

I'm Archana and I love to read StoryMirror contents.

Share with friends

ଗଛକୁ ଦୃଢ କରେ ଚେର ଆଉ ସଂସାରକୁ ଦୃଢ଼ତା ପ୍ରଦାନ କରନ୍ତି ପିତା । ଯଦି ପିତା ନଥାନ୍ତି ତାହେଲେ ତୁମର ସଂସାର ରୂପକ ଗଛ ଦାଲୁକା ଏ ପବନରେ ଭାଙ୍ଗି ପଡ଼େ।

ଦବରେ ଯେତିକି ଆନନ୍ଦ ଥାଏ, ତାହା ପାଇବାରେ ନଥାଏ ।

ଯେଉଁମାନେ ସମ୍ପର୍କର ମୂଲ୍ୟ ବୁଝନ୍ତି, ସମ୍ପର୍କ ବିନା ରହିବା କଷ୍ଟ ବୋଲି ଜାଣନ୍ତି, ସେଇମାନେ ହିଁ କ୍ଷମା କରନ୍ତି।

ଆଶା ବିନା କ୍ଷଣେ ବଞ୍ଚିରହିବାଟା ନୁହଁଇ ସମ୍ଭବପର ,ସେହି ଆଶା ସାଜେ ଦୁଃଖର କାରଣ ଝରାଏ ଲୋତକ ଧାର ।

ଶରୀର ଶକ୍ତିକୁ ସର୍ବଶ୍ବ ମାନିବ ମୁର୍ଖାମୀ ର ପରିଚୟ, ମନେ ଶକ୍ତି ଥିଲେ ହାରିବନି କେବେ ବିଜୟ ହେବ ନିଶ୍ଚୟ।

ନିଜକୁ ନ ଦେଖି ପରକୁ ଦେଖିଲେ,ରହିବନି କେବେ ଖୁସି, ନିଜ ଆତ୍ମବଳ ପରଚିନ୍ତନରେ ଧିରେ ଧିରେ ଯିବ ଖସି ।

ସ୍ନେହ, ଶ୍ରଦ୍ଧା,ଭକ୍ତି ଭଲପାଇବାଟା ରହିଥାଏ ସେଠି ଚିର, ପକ୍କା ନ ହେଲେ ବି ଝାଟିମାଟି ବୋଳା, ସେହି ମୋର ଛୋଟ ଘର ।

ଗଛ ପରି ଆଉ ଭଲ ବନ୍ଧୁଟିଏ ମହିମଣ୍ଡଳରେ ନାହିଁ। ଆମ ଜୀବନକୁ ରକ୍ଷାକରିବାକୁ ବଞ୍ଚୁଛି ସେ ବିଷ ପିଇ ।

ଏକ ପବିତ୍ର ସମୟ ହେଉଛି ପ୍ରଭାତ । ଏହି ସମୟରେ ମନରେ ଉତ୍କଣ୍ଠା, ଉତ୍ସାହ ଜଗ୍ରତ ହେବା ସହିତ କିଛି ନୂଆ କରି ବାର ଇଚ୍ଛା ମଧ୍ୟ ଜାଗ୍ରତ ହୁଏ ।


Feed

Library

Write

Notification
Profile