@nirupama-bhattamishra

Nirupama Bhattamishra
Literary Captain
AUTHOR OF THE YEAR 2021 - NOMINEE

48
Posts
12
Followers
2
Following

Love to read and write

Share with friends

ଇଚ୍ଛା ଉଡାଣ ଭରିବାକୁ ଆକାଶ ର ଉପାନ୍ତ ରେ ଛୋଟ କାହାଣୀଟିଏ ଲେଖିବାକୁ

ହଳେ ପାଦ, ସାରା ଜୀଵନ ବୋହି ଚାଲେ ଦେହର ବୋଝ, ଅଥଚ କେତେ ଅବହେଳିତ, କେତେ ନିଶ୍ୱେଷିତ

ଜୀବନ ଗ୍ରନ୍ଥ ର ସଦ୍ୟତମ ପୃଷ୍ଠା ରେ ଏ କେମିତିକା ଅନୁରାଗ ର ଅଭିଲେଖା ମୁଁ ଆଚମ୍ବିତ ଆଶ୍ଚର୍ଯ୍ୟନିତ ତମେ ସବୁଠି ଅଛ ଅଥ ଚ ନାହଁ ଦ୍ୱନ୍ଦ୍ୱ ରେ ଏବେ ସମୟ

ବୋଉ ତୋ ଉପରେ କେତେ ରାଗେ ମୁଁ, ବେଳେ ବେଳେ ଖୁବ କଷ୍ଟ ଲାଗିଲା ଭଳି କଥା ବି କହେ, ତୁ କିନ୍ତୁ ସବୁ ଭୁଲିଯାଉ, ମୋର ଏତେ ଟିକେ ଦେହ ଖରାପ ହେଲେ ବ୍ୟସ୍ତ ହେଇପଡୁ, ବର୍ଷ ବର୍ଷ ଧରି ତୋ ଦେହରେ ଅର୍ଥରାଇଟିସ ହେଲେ ବି ତୁ ମୋ ଗୋଡ ଆଉଁସିଦେଉ

ପୃଥିବୀରେ ସବୁଠାରୁ ନିର୍ଭୟ ଆଶ୍ରୟ ସ୍ଥଳ ମା 'ର କୋଳ

ପୃଥିବୀରେ ସବୁଠାରୁ ନିର୍ଭୟ ଆଶ୍ରୟ ସ୍ଥଳ ମା 'ର କୋଳ

ପୃଥିବୀରେ ସବୁଠାରୁ ନିର୍ଭୟ ଆଶ୍ରୟ ସ୍ଥଳ ମା 'ର କୋଳ

ପୃଥିବୀରେ ସବୁଠାରୁ ନିର୍ଭୟ ଆଶ୍ରୟ ସ୍ଥଳ ମା 'ର କୋଳ

ଭଗବାନ ଯଦି ଲେଖିବାର କଳା ଦେଇଛନ୍ତି ତେବେ ଏମିତି ଲେଖନ୍ତୁ ଯେ ଶତ୍ରୁବି ଅପଣଂକ ଲେଖା ପଢ଼ି ଆପଣଙ୍କୁ ପ୍ରେମ କରିବା ଆରମ୍ଭ କରିଦେବେ


Feed

Library

Write

Notification
Profile