Love to read and write
Share with friends
ଜୀବନ ଗ୍ରନ୍ଥ ର ସଦ୍ୟତମ ପୃଷ୍ଠା ରେ ଏ କେମିତିକା ଅନୁରାଗ ର ଅଭିଲେଖା ମୁଁ ଆଚମ୍ବିତ ଆଶ୍ଚର୍ଯ୍ୟନିତ ତମେ ସବୁଠି ଅଛ ଅଥ ଚ ନାହଁ ଦ୍ୱନ୍ଦ୍ୱ ରେ ଏବେ ସମୟ
ବୋଉ ତୋ ଉପରେ କେତେ ରାଗେ ମୁଁ, ବେଳେ ବେଳେ ଖୁବ କଷ୍ଟ ଲାଗିଲା ଭଳି କଥା ବି କହେ, ତୁ କିନ୍ତୁ ସବୁ ଭୁଲିଯାଉ, ମୋର ଏତେ ଟିକେ ଦେହ ଖରାପ ହେଲେ ବ୍ୟସ୍ତ ହେଇପଡୁ, ବର୍ଷ ବର୍ଷ ଧରି ତୋ ଦେହରେ ଅର୍ଥରାଇଟିସ ହେଲେ ବି ତୁ ମୋ ଗୋଡ ଆଉଁସିଦେଉ