Anita Jena
Literary Colonel
AUTHOR OF THE YEAR 2020,2021 - NOMINEE

315
Posts
128
Followers
3
Following

ସାହିତ୍ୟ ଜଗତ ରେ ଏକ ଉଜ୍ଜଳତମ ଧ୍ରୁବ ତାରା ହେବା ପାଇଁ ଆଶା ।

Share with friends
Earned badges
See all

ମଣିଷ ସେତେବେଳେ ହାରି ଯାଏ ଯେତେବେଳେ ସେଇ ମଣିଷ ହିଁ ତା ମନ ଭାଙ୍ଗି ଦିଏ , ଯୋଉ ମଣିଷ ପାଇଁ ଦିନେ ସେ ସାରା ଦୁନିଆ ସହିତ ଲଢି ଯାଉଥିଲା ।

ମନେ ରହିବ ସବୁଦିନ ପାଇଁ ତୋର ସେ ମିଛ ପ୍ରତିଶ୍ରୁତି ଆଉ ସେ ମିଛ ଭଲ ପାଇବା ।

ସବୁବେଳେ ଭାବୁଛି ତାକୁ ଭୁଲିଯିବି , ହେଲେ ତା ସହିତ ବିତେଇ ଥିବା ସବୁ ମୁହୂର୍ତ୍ତ ମୋତେ ସବୁ ସମୟରେ ତା ଭାବନା ରାଇଜ କୁ ହାତ ଠାରି ଡାକି ନେଉଛି ।

ଜୀବନରେ ବାସ୍ ଏତିକି ଦୁଃଖ ରହିଗଲା , ଭଗବାନ ମୋତେ ସେଇ ମଣିଷ କୁ ଦେଇ ଦେଲେ ଯିଏ ମୋ ଭାଗ୍ୟ ରେ ହିଁ ନ ଥିଲା ।

ରେ ସମୟ ଟିକେ ତ ଦୟା କର ଜଳି ଯାଇଥିବା ମଣିଷ କୁ କେତେ ବା ଆଉ ଜଳେଇବୁ !

କିଛି କଥା କେବଳ ନିରବତା ହିଁ କହିବାକୁ ସକ୍ଷମ ହେଇଥାଏ ।

ସମସ୍ତେ କୁହନ୍ତି ନୂଆ ବର୍ଷ ଆସୁଛି , ଏଥର କଣ ନୂଆ କରିବୁ ! ହେଲେ ମୋତେ ଲାଗେ ନୂଆ ବର୍ଷ ଆସିଲେ କେବଳ କ୍ୟାଲେଣ୍ଡର ରୁ ତାରିଖ ଆଉ ମସିହା ହିଁ ବଦଳି ଥାଏ , ମଣିଷ ର ପ୍ରକୃତି , କି ବ୍ୟବହାର ବଦଳି ନ ଥାଏ । ଯଦି ଭୁଲ୍ ବାଟ ରେ ଯାଉଥିବା ମଣିଷ ଠିକ୍ ରାସ୍ତା କୁ ଫେରି ଆସେ ତାହେଲେ ତା ପାଇଁ ନୂଆ ବର୍ଷ ସେଇ ଦିନ ଠାରୁ ହିଁ ଆରମ୍ଭ ହେଇ ଥାଏ ।

Feed

Library

Write

Notification
Profile