I'm Debaki and I love to read StoryMirror contents.
Share with friends
କଲମ ଯେତେ ଦାମୀ ହେଉ ନା କାହିଁକି କାଳି ନଥିଲେ ସେ ମୂଲ୍ୟ ହୀନ, ସେମିତି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି,ସଂସ୍କାର ଆଉ ବ୍ଯବହାର ନଥିଲେ ସେ ଶିକ୍ଷା ବି ମୂଲ୍ୟ ହୀନ।।
ମଣିଷ ସମୟ ପାଖରେ ହାରି ନଥାଏ, ମଣିଷ ହାରିଥାଏ ଅଭିନୟ ପାଖରେ.... କାରଣ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଏମିତି ଅଭିନୟ କରନ୍ତି ଯେ ତାଙ୍କୁ ବୁଝିବା ବହୁତ କଷ୍ଟ କର l