Ramakanta Behera
Literary Captain
166
ପୋଷ୍ଟସ୍
15
ଅନୁସରଣକାରୀ
0
ଅନୁସରଣ କରୁଛନ୍ତି

None

ବନ୍ଧୁମାନଙ୍କ ସହ ବାଣ୍ଟନ୍ତୁ
Earned badges
See all

ପ୍ରତ୍ୟେକ ଜିନିଷ ପାଇବାର ଏକ ସମୟ ବିଧାତା ପୂର୍ବରୁ ନିର୍ଧାରଣ କରିଥାଏ ***ରମାକାନ୍ତ ବେହେରା***

ବେଳେବେଳେ ଜଣେ ଅଜଣା ଏତେ ନିଜର କାହିଁକି ଲାଗେ ***ରମାକାନ୍ତ ବେହେରା***

ଯେବେ ତମେ ମନେପଡ ଦେହର ପ୍ରତ୍ୟେକ ଲୋମ ଅଙ୍କୁରିତ ହୋଇ ଉଠେ ***ରମାକାନ୍ତ ବେହେରା***

କାହା ଠାରୁ କେବେ ଆଶା ରଖନା ***ରମାକାନ୍ତ ବେହେରା***

ମଣିଷ ତାକୁ କୁହାଯାଏ ଯିଏ ସବୁ ଦୋଷକୁ କ୍ଷମା କରିପାରେ ***ରମାକାନ୍ତ ବେହେରା***

ମଣିଷ ଏମିତି ଜୀବ ଯାହାକୁ ଚିନ୍ହିବା ଅସମ୍ଭବ ***ରମାକାନ୍ତ ବେହେରା***

ଯଦି ତମେ ପଡିକି ଉଠିବା ଶିଖିଛ ତେବେ ତମେ ହରିକି ଜିତିଚ ***ରମାକାନ୍ତ ବେହେରା***

ପ୍ରଭାତ ସ୍ନାନ ଏକ ଭଲ ଅଭ୍ୟାସ ***ରମାକାନ୍ତ ବେହେରା***

ସମସ୍ତେ ଯଦି ସମସ୍ତ ଙ୍କୁ ବୁଝି ପାରନ୍ତେ ଦୁନିଆ କେତେ ଭଲରେ ଚାଲନ୍ତା ***ରମାକାନ୍ତ ବେହେରା***


ଫିଡ଼୍

ଲାଇବ୍ରେରୀ

ଲେଖନ୍ତୁ

ସୂଚନା
ପ୍ରୋଫାଇଲ୍