I'm swagatika and I love to read StoryMirror contents.
"ମାଆ" ମାଆ ନୁହେଁ କେବଳ ଦୁଇଟି ଅକ୍ଷରର ସମାହାର ସେତ ଅଟେ ଦୟା,କ୍ଷମା,ଧୈର୍ଯ୍ୟ ସକଳ ଶକ୍ତିର ଆଧାର।।୧।।