None
କଥା ତ ଅନେକ ଥାଏ, କହି ଜାଣିଲେ ମିତ୍ର ନହେଲେ ଶତ୍ରୁ ହୁଏ!
ସ୍ୱପ୍ନ ଯଦି ସତ ନୁହେଁ, ତଥାପି ବାସ୍ତବତାର ମୂଳଦୁଆଟିଏ !
ନିରବତା ଭିତରେ ତ ସବୁ ପୂର୍ଣ୍ଣତା ଥାଏ, ଖୋଜିବା ଲୋକ ଠିକ୍ ଖୋଜିନିଏ !
ଜୀବନର ବାଟ ଏତେ ସହଜ ନୁହେଁ, ଚାଲି ନଜାଣିବା ଲୋକ ବାଟକୁ ଦୋଷ ଦିଏ ! -ସିପୁନୁ ଜେନା