Chikun Panda
Literary Colonel
41
Posts
1
Followers
4
Following

Creative writer story teller quote creater

Share with friends
Earned badges
See all

ଆମ ଆଖି ର ଜ୍ୟୋତି ସୂର୍ଯ୍ୟଙ୍କ କିରଣ ତୁଳନା ରେ ଅତି କ୍ଷୀଣ,ସୂର୍ଯ୍ୟ ଙ୍କୁ ଚାହିଁବା ର ସାହସ ଆଜି ପର୍ଯ୍ୟନ୍ତ କେହି କରିନି,କି ଆଗାମୀ ଭବିଷ୍ୟତ ରେ କେହି କରି ପାରିବନି।

ମଣିଷ ର ଆୟୁଷ ଲିଭି ଆସୁଥିବା ମହମ୍ ବତି ପରି କେତେବେଳେ ଯେ ଲିଭି ଯିବ କିଛି କହି ହବନି ।

ମନୁଷ୍ୟ ଯେତେବେଳେ ପୃଥିବୀ ପୃଷ୍ଠ ରେ ଜନ୍ମ ନେଇ ଥାଏ ସେ ନିଜେ କାନ୍ଦେ ହେଲେ ମନୁଷ୍ୟ ର ମୃତ୍ୟୁ ପରେ ତା ପାଇଁ ଅନ୍ୟମାନେ କାନ୍ଦି ଥାଆନ୍ତି ।

ଲକ୍ଷ ପୂରଣ କରିବାରେ ଅନେକ ନକାରାତ୍ମକ ଶକ୍ତି ବାଧା ଦେଇଥାଏ ହେଲେ ଲକ୍ଷ ପୂରଣ କରିବାରେ ଏକମାତ୍ର ସକାରାତ୍ମକ ଶକ୍ତି ସାହାଯ୍ୟ କରିଥାଏ ସେ ହେଉଛନ୍ତି ସର୍ଵଶକ୍ତିମାନ୍ ଈଶ୍ୱର ।

କୁହୁଳିବା ନିଆଁ କୁ କି ଭରସା କେତେବେଳେ ଜାଳି ଦବ ସବୁ ବିଶ୍ୱାସ।


Feed

Library

Write

Notification
Profile