Creative writer story teller quote creater
Share with friendsଆମ ଆଖି ର ଜ୍ୟୋତି ସୂର୍ଯ୍ୟଙ୍କ କିରଣ ତୁଳନା ରେ ଅତି କ୍ଷୀଣ,ସୂର୍ଯ୍ୟ ଙ୍କୁ ଚାହିଁବା ର ସାହସ ଆଜି ପର୍ଯ୍ୟନ୍ତ କେହି କରିନି,କି ଆଗାମୀ ଭବିଷ୍ୟତ ରେ କେହି କରି ପାରିବନି।
ମନୁଷ୍ୟ ଯେତେବେଳେ ପୃଥିବୀ ପୃଷ୍ଠ ରେ ଜନ୍ମ ନେଇ ଥାଏ ସେ ନିଜେ କାନ୍ଦେ ହେଲେ ମନୁଷ୍ୟ ର ମୃତ୍ୟୁ ପରେ ତା ପାଇଁ ଅନ୍ୟମାନେ କାନ୍ଦି ଥାଆନ୍ତି ।
ଲକ୍ଷ ପୂରଣ କରିବାରେ ଅନେକ ନକାରାତ୍ମକ ଶକ୍ତି ବାଧା ଦେଇଥାଏ ହେଲେ ଲକ୍ଷ ପୂରଣ କରିବାରେ ଏକମାତ୍ର ସକାରାତ୍ମକ ଶକ୍ତି ସାହାଯ୍ୟ କରିଥାଏ ସେ ହେଉଛନ୍ତି ସର୍ଵଶକ୍ତିମାନ୍ ଈଶ୍ୱର ।