ପିଲା ବେଳେ ଯେଉଁ ଝିଅ ବାପା ମାଅ ର ଗେଲ୍ଲା ଝିଅ ଥାଏ ବଡ ହେଲା ପରେ ବୋଝ ହୋଇ ଯାଏ
କାହା କୁ ମାରି ବାକୁ ହେଲେ କୋଣସି ବସ୍ତୁ ର ଆବଶ୍ୟକ ନାହିଁ କିଛି ଶବ୍ଦ ହିଁ ଯଥେଷ୍ଟ
ହସି ବାର ଏହି ପରି ଅଭ୍ୟାସ ଅଛି ଯେ ଯେତେ ଦୁଃଖ ରେ ଥିଲେ ମଧ୍ୟ ମୁହଁ ରେ ହସ ଥାଏ
ଧଳା ରଙ୍ଗ ପବିତ୍ରତା ର ପ୍ରତୀକ ହେଲେ ଧଳା ରଙ୍ଗ ରେ ଅଧିକ ଦାଗ ଲା
ଗିଥାଏ