Rasmita Behera
Literary Captain
20
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

ପ୍ରେମଠୁ ଅଧିକ ବନ୍ଧୁତାରେ ବିଶ୍ୱାସ କରେ... ସମ୍ପର୍କର ମୂଲ୍ୟ ଯାହାଙ୍କୁ ଜଣା ନାହିଁ.. ତାଙ୍କ ସହ ସମ୍ପର୍କ ରଖିବାକୁ ପସନ୍ଦ କରେନାହିଁ..।।

കൂട്ടുകാരുമായി പങ്കുവെക്കുക
Earned badges
See all

ସତ ମିଛର ଲଢେଇରେ ବେଳେ ବେଳେ ସତ ହାରିଯାଏ,ଆଉ ସେ ସତ ସମସ୍ତଙ୍କ ସାମ୍ନାକୁ ଆସିଲା ବେଳକୁ ସବୁ କିଛି ସରି ଯାଇଥାଏ...।। ରଶ୍ମିତା ବେହେରା✍️

ଓଠର ଭାଷାକୁ ସଭିଏଁ ବୁଝି ପାରନ୍ତି...ହେଲେ ହୃଦୟର ଭାଷା ସମସ୍ତେ ବୁଝିବି ଅବୁଝା ପରି ହୁଅନ୍ତି...।।

ଓଠର ଭାଷାକୁ ସଭିଏଁ ବୁଝି ପାରନ୍ତି...ହେଲେ ହୃଦୟର ଭାଷା ସମସ୍ତେ ବୁଝିବି ଅବୁଝା ପରି ହୁଅନ୍ତି...।।

ନିଜକୁ ଭଲ କହିବା ଭୁଲ୍ ନୁହଁ ହେଲେ ଅନ୍ୟକୁ ଖରାପ କହିବା ମଧ୍ୟ ଠିକ୍ ନୁହେଁ...।। ✍️ରଶ୍ମିତା

ଯେଉଁମାନଙ୍କୁ ମୁଁ ନିଜଠୁ ଅଧିକ ନିଜର ଭାବିଥିଲି.... ସେହି ମାନେ ହିଁ ମୋତେ ପର ଭାବନ୍ତି...।।

ଆଜିର ସମାଜରେ ପାଖରେ ଟଙ୍କା ଥିଲେ ସମସ୍ତେ ଗୁରୁତ୍ୱ ଦିଅନ୍ତି...ନଚେତ୍ ଆଡ ଆଖିରେ ବି ଚାହାନ୍ତି ନାହିଁ ।

ସମ୍ପର୍କର ମୂଲ୍ୟବାନ୍ ଦୀପ କୁ ଆମେ ନିଜର ମୂଲ୍ୟହୀନ ରାଗ ଅହଂକାର ଦ୍ୱାରା ଲିଭେଇ ଦେଇ ଥାଉ...।।

ଓଠର ହସ ପଛରେ ସବୁବେଳେ ଖୁସି ନଥାଏ, କିଛି ଦୁଃଖ ବି ରହିଯାଇ ଥାଏ.... ଯାହା ଖୁବ୍ କମ୍ ଲୋକ ବୁଝି ପାରନ୍ତି।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ