ମନରେ ଭରିଛି ଅନେକ ଦୁଃଖ
କିନ୍ତୁ ମୁହଁରେ ଦିସୁଛି ସ୍ମିତ ହସ
କାହାକୁ କହିବି ମନର ବ୍ୟଥା
ଯିଏ ମୋ ନିଜର ସେତ ଅନ୍ୟର ଶ୍ରୋତା।
ଅଥଳ ସମୁଦ୍ରେ ଭାସୁଛି ହେ ପ୍ରଭୁ ଦିଶୁନାହିଁ ଥଳକୁଳ,
କିପରି ସଂସାରୁ ଉଦ୍ଧାର ପାଇଵି
ପଥ ଦେଖାଅ ମୋ ଠାକୁର।
ତୋ ଠାରୁ କେହି ନାହିଁ ଶୀତଳ,
ତୋ ପରି କେହି ହୁଏନି ଆକୁଳ
ସନ୍ତାନର ତୁ ଆନ୍ଧର ଲଉଡ଼ି,
ତୁ ମମତାର ଆସର,
ମା ତୋ ପରି କେହି ନାହିଁ ସଂସାରେ,
ତୁ ସେନେହର ମନ୍ଦିର।