Dambarudhar Dash
Literary Colonel
AUTHOR OF THE YEAR 2021 - NOMINEE

24
Posts
1
Followers
0
Following

ଭ୍ରମରେ ଭ୍ରମୁଛି ଭ୍ରମିତ ଭ୍ରମର ପାନ କରିବାକୁ ରସ ସାହିତ୍ୟର.....

Share with friends
Earned badges
See all

ଏ ଜୀବନ ମାଆରୁ ଆରମ୍ଭ ମାଆରେ ଶେଷ, ଜଣେ ମାଆ ପ୍ରାଣ ସଞ୍ଚାର କରି ଜନ୍ମ ଦିଏ ଏବଂ ଆଉ ଜଣେ ମାଆ ପ୍ରାଣ ଗଲାପରେ କୋଳେଇ ନିଏ.....

ମାଆ ହେଉଛି ସୃଷ୍ଟିର ଆଧାର - ଭଗବାନ ଯଦି ସୃଷ୍ଟି କର୍ତ୍ତା ତେବେ ମାଆ ତାହାର ମାଧ୍ୟମ

ଦୁନିଆଁରେ କେହି ଯଦି ନିଃସ୍ଵାର୍ଥ ପ୍ରେମ କରେ ତେବେ ସେ ହେଉଛି ମାଆ - ତେଣୁ ମାଙ୍କୁ କେବେ କଷ୍ଟ ଦେବ ନାହିଁ

ମାଆ ପୃଥିବୀ ଠାରୁ ସର୍ଵଂସହା ଓ ଆକାଶ ଠାରୁ ମହାନ - ତେଣୁ ଈଶ୍ବରଙ୍କ ସୃଷ୍ଟିରେ ମାଆର ବିକଳ୍ପ ନାହିଁ

ମାଆ ନାହିଁ ଯାହାର, ସାହା ନାହିଁ ତାହାର ମୋ ମାଆ, ମୋ ଦୁନିଆଁ


Feed

Library

Write

Notification
Profile