ନିଜକୁ ଭଲ ପାଉଥିବା ମିଠା ଉଚ୍ଚାରଣ ମୁଁ ମିତା
Share with friends
କିଛି ନଥାଇ ମୁଁ ନିଜ ରାଇଜ ର ସମ୍ରାଟ ଦୁଃଖ ବି ମୋର ସୁଖ ବି ମୋର କିଛି ଦେବାର ନାହିଁ କିଛି ନେବାର ନାହିଁ ଯୋଗ ବିଯୋଗ ର ରାଜା ସ୍ୱୟଂ ମୁଁ