Nirupama Tarai
Literary Captain
77
Posts
0
Followers
0
Following

❤️❤️ Nursing is my profession but Writting is my passions , within my heart and emotions.❤️❤️

Share with friends

Life laughs at you when you are unhappy,life smiles at you when you are happy and life salutes you when you make others happy.

ଆଜି କାଲି ଦୁନିଆରେ କେବଳ ଟଙ୍କା ଥିବା ଲୋକ ହଁ ମୂଲ୍ୟବାନ କିନ୍ତୁ ଗରିବ ଲୋକଙ୍କ କଥା ବାର୍ତ୍ତା କୁ କେହି ଶୁଣନ୍ତି ନାହିଁ।

ସର୍ବଦା ଗୁରୁଜନଙ୍କ କଥା ବାର୍ତ୍ତା ଅନୁସରଣ କରିବା ଉଚିତ।କାରଣ ସେମାନଙ୍କ କଥା ଆମକୁ ଉତ୍ତମ ମାର୍ଗ ଦର୍ଶକ ଭାବେ ପ୍ରତିଫଳନ କରେ।

ସମ୍ପର୍କ, ହୃଦୟ, ବିଶ୍ବାସ ଥରେ ଭାଙ୍ଗି ଗଲେ ସହଜରେ ଯୋଡ଼ି ହୁଏ ନାହିଁ। ଦର୍ପଣ ଭାଙ୍ଗି ବାର ଶବ୍ଦ ଶୁଣାଯାଏ କିନ୍ତୁ,ଏ ସବୁ ର ଶବ୍ଦ ଶୁଣାଯାଏ ନାହିଁ।


Feed

Library

Write

Notification
Profile